Download Now Banner

This browser does not support the video element.

ତେଲକୋଇ: ପଲୁଆ ହାତୀଙ୍କ ଆତଙ୍କରେ କନ୍ତଲେଇ , ସଂଧ୍ୟା ହେଲେ ହାତୀଙ୍କ ଉତ୍ପାତ

Telkoi, Kendujhar | Sep 13, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ବନ୍ୟାଞ୍ଚଳ କନ୍ତଲେଇ ଗାଁ ରେ ପଲୁଆ ହାତୀ ଉତ୍ପାତ , ଧାନଫସଲ ନଷ୍ଟ ହେବା ସହିତ ଅଞ୍ଚଳ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ । ଆଜି ରାତ୍ରୀ ଆଠଟା ସମୟର ସୂଚନା । ହାତୀକୁ ନଜର ରଖିଛି ବନବିଭାଗ |
Read More News
T & CPrivacy PolicyContact Us