This browser does not support the video element.
ଅତାବିରା: କନ୍ତଲରେ ଦ୍ବିଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ
Attabira, Bargarh (Baragarh) | Sep 7, 2025
କନ୍ତଲରେ ଦ୍ବିଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ ଅତାବିରା ବ୍ଲକ ଅଧିନ ଟାଂଗରପାଲି ପଂଚାୟତ କନ୍ତଲ ଗ୍ରାମରେ ଆଜାଦ କ୍ଲବ ତରଫରୁ ଦ୍ବିଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ ଅନୁଷ୍ଠିତ ହୋଇଯାଇଛି |ଏହି ଟୁଣ୍ଟାମେଣ୍ଟରେ ଭୁର୍ଷିପାଲି,ରୁଝେନମାଲ,ବିବି ସ୍ଫପୋଟିଂ,ମିର୍ଦ୍ଦା ବ୍ରଦର,ଲଚିଦା,ଡୁମେରମୁଣ୍ଡା,ମିର୍ଦ୍ଦା ଏଫସି,ରଂଜନ ଇଲେଭେନ,ଖ୍ରୀଷ୍ଟିୟାନ ଏଫସି,ଆମଝର,ଆଦିବାସୀ କ୍ଲବ,ବିଶ୍ବ ଇଲେଭେନ,ଜାଂଗେଡ,ଜୁନିୟର ଇଲେଭେନ,ବୁର୍ଲା ଓ ପାହାଡଶ୍ରୀଗିଡା ଦଲ ଅଂଶ ଗ୍ରହଣ କରିଥିଲେ |ଫାଇନାଲ ମ୍ୟାଚ ଲଚିଦା ଓ ଜାଂଗେଡ ମଧ୍ଧରେ ହୋଇଥିଲା |ଟାଇପ ରେକଡ ଜରିଆରେ ଜାଂଗେଡ ଦଳ ବିଜୟୀ ହୋଇଥିଲା |