Download Now Banner

This browser does not support the video element.

ଦଶପଲ୍ଲା: କନ୍ଧ ବୁଢାପଦର ଗ୍ରାମରେ ରୋଷେଇ ଚୁଲିରୁ ଅଗ୍ନିକାଣ୍ଡ

Dasapalla, Nayagarh | Apr 20, 2024
ଦଶପଲ୍ଲା ବ୍ଳକ ଅନ୍ତର୍ଗତ କନ୍ଧ ବୁଢାପଦର ଗ୍ରାମରେ ଶନିବାର ଦିନ ସକାଳ ୧୧ ଟା ସମୟରେ ରୋଷେଇ ଚୁଲିରୁ ଅଗ୍ନିକାଣ୍ଡ ଘଟି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜାନିଙ୍କର ଦୁଇ ବଖରା ଘର ଓ ବହୁ ଆସବାବପତ୍ର, ଖାଦ୍ୟ ସାମଗ୍ରୀ ପୋଡିଜଳି ଭସ୍ମୀଭୂତ ହୋଇଯାଇଛି। ଦଶପଲ୍ଲା ଦମକଳବାହନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରବଳ ରୌଦ୍ରତାପ ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ବିପନ୍ନ ପରିବାରକୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବା ଅନିବାର୍ଯ୍ୟ ହୋଇପଡିଛି।
Read More News
T & CPrivacy PolicyContact Us