This browser does not support the video element.
କୁଚିଣ୍ଡା: କୁଚିଣ୍ଡା ଓ ମହୁଲପାଲି ଥାନାର ବିଭିନ୍ନ ଅଞ୍ଚଳରୁ ଚୋରି ଅଭିଯୋଗରେ ୫ ଜଣ ଗିରଫ
Kochinda, Sambalpur | Aug 23, 2025
କୁଚିଣ୍ଡା ଥାନା ଅନ୍ତର୍ଗତ ସୁବନପାଲି, ସାନଜଟିଆପାଲି, ବରଘାଟ ଓ ମହୁଲପାଲି ଥାନା ଅନ୍ତର୍ଗତ ସାଗରପାଲି ସମେତ ବିଭିନ୍ନ ସ୍ଥାନରୁ ବିଦ୍ୟୁତ୍ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ଅଭିଯୋଗ ରେ କୁଚିଣ୍ଡା ର ସୁଶିଲ କୁମାର ପାଣ୍ଡେ, ମନୋଜ କୁମାର ରାଏ, ଲେପେଇକାନି ର ହରେଶ କିସାନ, ସୁନ୍ଦରଗଡ଼ ର ମୀନକେତନ ଓରାମ ଓ ବଡଖଲିଆ ର ତ୍ରିନାଥ ଖିଚିଡି କୁ ଶନିବାର ଦିନ କୁଚିଣ୍ଡା ପୋଲିସ ଗିରଫ କରି କୋର୍ଟ କୁ ଚାଲାଣ କରିଥିବା ଜଣାପଡିଛି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି।