Download Now Banner

This browser does not support the video element.

ବରଗଡ: ବିଧାୟକଙ୍କ ଗୋବିନ୍ଦପାଲି ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ଜନତା ଦରବାର

Bargarh, Bargarh (Baragarh) | Aug 25, 2025
ଜନତା ଦରବାରରେ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ଦାବିପତ୍ର ପ୍ରଦାନ କରି ସମସ୍ୟା ଜଣାଇଲେ ଜନସାଧାରଣ | ବରଗଡ଼ ସ୍ଥିତ ଗୋବିନ୍ଦପାଲି ଠାରେ ବିଧାୟକଙ୍କ କାର୍ଯ୍ୟାଳୟରେ ଜନତା ଦରବାର ସୋମବାର ଅପରାହ୍ନ 4 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ବରଗଡ଼ ସହର ତଥା ବ୍ଲକର ବହୁ ଜନସାଧାରଣଙ୍କ ଅଭିଯୋଗ ଓ ଅସୁବିଧା ଶୁଣିବା ସହିତ ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ ବିଧାୟକ | ଏହା ସହ ଅଧିକାରୀଙ୍କୁ ଯୋଗାଯୋଗ କରି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇ ଜଣାଇଥିଲେ ।
Read More News
T & CPrivacy PolicyContact Us