This browser does not support the video element.
ନର୍ଲା: ବିକାଶ ମଞ୍ଚ ନର୍ଲା ପ୍ରତିନିଧି ମଣ୍ଡଳ ଦଳ ମାନ୍ୟବର ରାଜ୍ୟ ବିଜେପି ସଭାପତି ଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ
Narala, Kalahandi | Aug 26, 2025
ଆଜି ମଙ୍ଗଳବାର ଦିନ ସଂଧ୍ୟା ପାଞ୍ଚ ଘଣ୍ଟା ସମୟରେ ଭବାନୀପାଟଣା ସ୍ଥିତ ସର୍କିଟ ହାଉସ୍ ଠାରେ ବିକାଶ ମଞ୍ଚ ନର୍ଲା ଏକ ପ୍ରତିନିଧି ଦଳ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସାକ୍ଷାତ୍ କରି ବା ସହ ପୂର୍ବତନ ବିରୋଧୀ ଦଳର ନେତା ପ୍ରଦୀପ କୁମାର ନାୟକ ରାଜ୍ୟସଭା ସାଂସଦ ସୁଜିତ୍ ସେଠ୍ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଙ୍କୁ ସାକ୍ଷାତ କରି ନର୍ଲା କୁ NAC ମାନ୍ୟତା ପ୍ରଦାନ କରିବା, ଲୋକୋମୋଟିଭ ଇଞ୍ଜିନ ତ୍ୱରାନ୍ୱିତ କରିବା ଓ ସମତା ଏକ୍ସପ୍ରେସ ରହଣୀ ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ