Download Now Banner

This browser does not support the video element.

ଗୋଲନ୍ତରା: ଦାନପୁରରେ ବିଧାୟକଙ୍କୁ ସମ୍ବର୍ଦ୍ଧନା

Golanthara, Ganjam | Jul 9, 2024
ଚିକିଟି ବ୍ଲକ ଅନ୍ତର୍ଗତ ଗିରିସୋଲା ଗ୍ରାମ ପଞ୍ଚାୟତର ଦାନପୁର ଗ୍ରାମରେ ଚିକିଟି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ଏବଂ ନାରୀ ନେତ୍ରୀ ମୀନା ଦ୍ୟାନ ସାମନ୍ତରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ତାହା ସହ ସେହି ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରି ସେଠାରେ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ ବିଧାୟକ l ଏ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l
Read More News
T & CPrivacy PolicyContact Us