This browser does not support the video element.
ଚାରମାଳ: ଶୁଆନୀ ପାହାଡ଼ ରେ ମାଁ ଶୁହାନୀ ଦେବୀ ପୂଜା ଅନୁଷ୍ଠିତ
Charamal, Sambalpur | Aug 26, 2025
ଶୁଆନୀ ପାହାଡ଼ ରେ ମାଁ ଶୁହାନୀ ଦେବୀ ପୂଜା ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ବଂଶାଜାଲ ଗ୍ରାମ ନିକଟ ଶୁଆନୀ ପାହାଡ଼ରେ ମଙ୍ଗଳବାର ସକାଳେ ମାଁ ଶୁଣାଣୀ ଦେବିଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରସିଦ୍ଧ ପୁରାତନ , ଐତିହାସିକ ଓ ମହାଭାରତର କିମ୍ବଦନ୍ତୀ ଥିବା ଶୁହାନି ପାହାଡରେ ଶୁହାଣୀ ଦେବି ପୂଜା ପାଉଛନ୍ତି । ଆଜି ବଂଶାଜାଳ ଗ୍ରାମବାସୀ ଓ ଶୁହାଣୀ ଦେବୀ କଳା ପରିଷଦ ପକ୍ଷରୁ ସକାଳ ୯ ଘଟିକା ସମୟରେ ମାଁ' ଶୁହାଣୀ ଦେବୀଙ୍କ ପୂଜା ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି।