This browser does not support the video element.
ମାଲକାନଗିରି: କାଲିମେଳା ବିଜେପି ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ସେବା ପକ୍ଷ କର୍ମଶାଳା ଅନୁଷ୍ଠିତ
Malkangiri, Malkangiri | Sep 9, 2025
ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବିଜେପି ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ସେବା ପକ୍ଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ବିଜେପି ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ମୁଖାର୍ଜୀଙ୍କ ନେତୃତ୍ୱରେ ହୋଇଥିବା ବେଳେ କାଲିମେଳା ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟିଙ୍କ ସହିତ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୨ ତାରିଖ ପ୍ରଯନ୍ତ ବିଭିନ୍ନ ସେବା କାର୍ଯ୍ୟା ରହିଥିବା ବେଳେ କିପରି ଭଲରେ କରାଯିବ ସେ ବିଷୟରେ କର୍ମଶାଳା କରାଯାଇଥିଲା।