This browser does not support the video element.
ବିଶୋଇ: ଖେରଣ। ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ
Bisoi, Mayurbhanj | Jun 12, 2025
ମୟୂରଭଞ୍ଜ ଜିଲ୍ଲାର ସାମାଖୁଣ୍ଟା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଦ୍ବାରା ଆଜି ଦିବା 12 ଘଟିକା ସମୟରେ ଖେରଣା ଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇ ଯାଇଛି।ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ର ଅଧିକାରୀ ଉପସ୍ଥିତ ରହି ସରକାର ଙ୍କ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଜନ ସାଧାରଣ ଙ୍କୁ ଅବଗତ କରିଥିଲେ।ସରକା ର ଙ୍କ ଏହି ଯୋଜନା ରେ କୃଷକ ମାନେ କିପରି ଉପକୃତ ହେବେ ସେ ନେଇ ଆଲୋଚନା କରାଯାଇଥିଲା।