Download Now Banner

This browser does not support the video element.

ମାଲକାନଗିରି: ବାଲିମେଳା କଲ୍ୟାଣ ମଣ୍ଡପରେ ବିଜେପି ପକ୍ଷରୁ ନଗର ସ୍ତରୀୟ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ

Malkangiri, Malkangiri | Sep 28, 2025
ଆଜି ମାଲକାନଗିରି ଜିଲ୍ଲା ବାଲିମେଳା କଲ୍ୟାଣ ମଣ୍ଡପରେ ବିଜେପି ପକ୍ଷରୁ ବାଲିମେଳା ନଗର ସ୍ତରୀୟ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ବାଲିମେଳା ନଗର ସଭାପତି ସିମାଞ୍ଚଳ ପ୍ରଧାନ ସଭାପତିତ୍ବ କରିଥିଲାବେଳେ ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ ବିଶ୍ଵାଳ, କୋରୁକେଣ୍ଡା ୨ ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପାଢ଼ୀ, ଏସ ମହେଶ୍ୱର, କାଉନସିଲର ମନୋଜ ଦେବ ପାଙ୍ଗି, ବିମଳ ବେହେରାଙ୍କ ସହିତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।
Read More News
T & CPrivacy PolicyContact Us