Download Now Banner

This browser does not support the video element.

କରଞ୍ଜିଆ: ୨୨୦ ନମ୍ୱର ଜାତୀୟ ରାଜପଥରେ ଦୁର୍ଘଟଣା ସମସ୍ୟା ଲାଗିରହିଛି,ଷ୍ଟ୍ରିଟ ଲାଇଟ୍ ଲଗାଇବାକୁ ସ୍ଥାନୀୟ ବାସିନ୍ଦାଙ୍କ ନିବେଦନ #jansamasya

Karanjia, Mayurbhanj | Apr 29, 2025
କରଞ୍ଜିଆ ସହର ଦେଇ ଯାଇଥିବା ୨୨୦ ନମ୍ୱର ଜାତୀୟ ରାଜପଥ ର ବିଭିନ୍ନ ସ୍ଥାନରେ ପ୍ରତ୍ୟହ ଦୁର୍ଘଟଣା ଘଟୁଥିବାରୁ ବିଶେଷ ଭାବେ ସନ୍ଧ୍ୟା ସମୟ ପରଠାରୁ ସ୍ଥାନୀୟ ଲୋକଙ୍କ ଯାତାୟାତ କରିବା ଏଠାରେ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏନେଇ ଆଜି ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ ବାସିନ୍ଦା ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି।ତେବେ ଏହା ଏନଏସି ଅଧୀନରେ ନଥିବାରୁ ଏଠାରେ ଲାଇଟ୍ ଲାଗିପାରିନାହିଁ ତେଣୁ ଜାତୀୟ ରାଜପଥ କତୃପକ୍ଷଙ୍କୁ ଏବାବଦକୁ ଅବଗତ କରାଯାଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us