Download Now Banner

This browser does not support the video element.

ବୌଦ୍ଧ ସଦର: କାଳବୈଶାଖୀ ନେଇ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

Baudh Sadar, Boudh (Bauda) | Apr 8, 2024
କାଳବୈଶାଖୀ ସହ ବିଜୁଳି, ଘଡଘଡି ଓ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଜିଲ୍ଲାରେ କିଛିଦିନର ତାତି ପରେ ପାରଦ ଖସିଛି। ବିଜୁଳି, ଘଡଘଡି ସହ ମଙ୍ଗଳବାର ସକାଳ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ସୂଚନା ମିଳିଛି।
Read More News
T & CPrivacy PolicyContact Us