Download Now Banner

This browser does not support the video element.

ଧର୍ମଶାଳା: ଉଛୁଳିଲା ଡଙ୍ଗାଧର ଓ ଖୁଣ୍ଟିଆପାଳ ନାଳ ନଗଡ଼ା-ଏକୁଲ ଯୋଗାଯୋଗ ବିଚ୍ଛିନ୍ନ

Dharmasala, Jajpur | Aug 26, 2025
ନଗଡ଼ା ଗାଁରୁ ଏହାର ପଶ୍ଚିମ ସୀମାବର୍ତ୍ତୀ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଏକୁଲ ଗାଁ ମଧ୍ୟସ୍ଥ ୨ଟି ଯାକ ନାଳ ଡଙ୍ଗାଧର ଓ ଖୁଣ୍ଟିଆପାଳ ନାଳରେ ପ୍ରଖର ସ୍ରୋତରେ ବଢ଼ିପାଣି ପ୍ରବାହିତ ହେବା କାରଣରୁ ସଂପୃକ୍ତ ୨ ପଡ଼ୋଶୀ ଗାଁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
Read More News
T & CPrivacy PolicyContact Us