Download Now Banner

This browser does not support the video element.

ଧାମନଗର: ଧାମନଗର ରେ ଇଦ ଉଲ ଫିତର ପାଳିତ ଯୋଗ ଦେଲେ ଧାମନଗର ବିଧାୟକ

Dhamanagar, Bhadrak | Apr 11, 2024
ଧାମନଗର ର ବିଭିନ୍ନ ଅଞ୍ଚଳ ର ମୁସଲମାନ ସମ୍ପ୍ରଦାୟର ଇଦ ଉଲ ଫିତର ପର୍ବ ପାଳିତ ହୋଇ ଯାଇଛି। ଆଜି ସକାଳ ୮,୩୦ ମିନିଟ୍ ସମୟରେ ଧାମନଗର ଇଦଗା ଠାରେ ମୁସଲମାନ ଭାଇ ମାନେ ସମୁହ ନମାଜ ପାଠ କରିଥିଲେ। ପରେ ଏକ ଶୋଭା ଯାତ୍ରା ରେ ଖାନକା ସରିଫି ଯାଇ ପିର ବାବା ଙ୍କ ଦର୍ଶନ କରିଥିଲେ ଏହି ଅବସର ରେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଶୋଭା ଯାତ୍ରା ଯାଇ ପିର ବାବା ଙ୍କ ଦର୍ଶନ ମଧ୍ୟ କରିଥଲେ
Read More News
T & CPrivacy PolicyContact Us