Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ସାଂସଦ ଭର୍ତୃହରି ମହତାବଙ୍କ ଜନ୍ମଦିନ ଅବସରରେ ସୋମବାର ବିଜେପି ପକ୍ଷରୁ କଲେଜଛକସ୍ଥିତ ତାରେଣି ମନ୍ଦିରରେ ସମୂହ ଦୀପଦାନ

Cuttack M Corp PS, Cuttack | Sep 8, 2025
ସୋମବାର ସନ୍ଧ୍ୟା ୭ଟାରେ ବିଜେପି ପକ୍ଷରୁ ସାଂସଦଙ୍କ ଜନ୍ମଦିନ ପାଳନ କରାଯାଇଥିଲା, ଏହି ଅବସରରେ ବହୁ ବିଜେପି ନେତା ଦୀପଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ
Read More News
T & CPrivacy PolicyContact Us