This browser does not support the video element.
ସୁକିନ୍ଦା: ଗୋଲଖପୁର ଗ୍ରାମରେ ଅଜଣା ଜନ୍ତୁ ଦଂଶନରେ ଯୁବକ ଆହତ
Sukinda, Jajpur | Sep 12, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋଲଖପୁର ଗ୍ରାମରେ ସ୍ଥାନୀୟ ବାସିନ୍ଦା ଯୁବକ ରାକେଶ ବିନ୍ଧାଣୀ ନିଜ ବାସ ଗୃହରେ ସୋଇଥିବା ବେଳେ ଶୁକ୍ରବାର ଭୋର ସମୟରେ ଏକ ଅଜଣା ଜନ୍ତୁ ତାଙ୍କ ଗୋଡ଼କୁ ଦଂଶନ କରିଥିଲା । ରାକେଶ ବିନ୍ଧାଣୀଙ୍କୁ ଆହତ ଅବସ୍ଥାରେ ତାଙ୍କ ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଶୁକ୍ରବାର ସକାଳ 7 ଘଟିକା ସମୟରେ ଦେଖିବାକୁ ମିଳିଛି ।