Download Now Banner

This browser does not support the video element.

ସତ୍ୟବାଦୀ: ଶାରଦୀୟ ପୂଜାପାଇଁ ଗଡିଲା ପାର୍ବଣର ରଥ

Satyabadi, Puri | Sep 24, 2024
ସୋମବାର ବିଳମ୍ବିତ ରାତି ସାଢ଼େ ୧୨ଟାରେ ଶାରଦୀୟ ପୂଜାପାଇଁ ଗଡିଲା ପାର୍ବଣର ରଥ। ଆଦ୍ୟ ପର୍ବରେ ପରିଜନଙ୍କୁ ନିମନ୍ତ୍ରଣ ବିଧି ଅନୁଷ୍ଠିତ। ଦେବୀ ମନ୍ଦିର ମାନଙ୍କରେ ଶାରଦୀୟ ପୂଜା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାର ଏକବାର ଉପଲକ୍ଷେ ସାକ୍ଷୀଗୋପାଳ ଅଞ୍ଚଳରେ ପାର୍ବଣ ରଥରେ ଦେବୀ ପ୍ରତିମା ବିଜେ କରିଛନ୍ତି। ଆଦ୍ୟ ଶାସନ ବୀରରାମଚନ୍ଦ୍ରପୁର ମଣିନାଗ ଦୁର୍ଗାଙ୍କର ସୁସଜ୍ଜିତ ରଥ ରାତିରେ ମନ୍ଦିରରୁ ବାହାରି‌ ସାକ୍ଷୀଗୋପାଳ ଚନ୍ଦନ ପୋଖରୀ ସ୍ଥିତ ମାଳେଶ୍ଵରୀ ମନ୍ଦିରରେ ପହଞ୍ଚିଥିଲା।
Read More News
T & CPrivacy PolicyContact Us