Download Now Banner

This browser does not support the video element.

କୁଚିଣ୍ଡା: ଘୋଡ଼ାବାନ୍ଧୁଣି ସ୍କୁଲରେ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଗ୍ରାମବସି ଙ୍କ ମଧ୍ୟରେ ଅସନ୍ତୋଷ

Kochinda, Sambalpur | Aug 27, 2025
ଗତ ଶୁକ୍ରବାର ଦିନ ବିଦ୍ୟାଳୟ ରେ ପାଠ ପଢ଼ାଉଥିବା ସମୟରେ ଶିକ୍ଷକ ସମୀର କୋୖଣସି କାରଣରୁ ଶିଶୁଟିକୁ ଏକ ବାଡ଼ିରେ ମାଡ ମାରିଥିଲେ। ଯାହା ଫଳରେ କୋମଳମତି ଶିଶୁର ପିଠିରେ ମାଡ଼ ଚିହ୍ନ ହୋଇଯାଇଛି। ପରିବାର ଲୋକେ ଏ ସମ୍ପର୍କରେ ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ବିଦ୍ୟାଳୟ ପରିଚାଳନା କମିଟିକୁ ଜଣାଇବା ପରେ କୁଚିଣ୍ଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ଅନ୍ୟ ପଟେ ଉକ୍ତ ଘଟଣା କୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Read More News
T & CPrivacy PolicyContact Us