Download Now Banner

This browser does not support the video element.

ଜୁନାଗଡ: ଗୋଲାମୁଣ୍ଡା ସ୍ଥିତ ସର୍ଵମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଥମ ବର୍ଷରେ ଯୋଗ ଦେଇଥିବ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Junagarh, Kalahandi | Aug 21, 2025
ଆଜି 21ତାରିଖ ଅପରାହ୍ନ 4ଟାରୁ ସାନ୍ଧ୍ୟ 7ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ସ୍ଥିତ ସର୍ଵମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଥମ ବର୍ଷରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମାରୋହ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଶରତ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ସମାରୋହରେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରାବସ୍ଥା ହିଁ ସ୍ବପ୍ନ ଦେଖିବା ଓ ସ୍ୱପ୍ନକୁ ସଫଳ ରୂପ ଦେବାର ପ୍ରକୃଷ୍ଟ ସମୟ ବୋଲି ମତପୋଷଣ କରିବା ସହ ନିଜ ଛାତ୍ରାବସ୍ଥାର ଅନୁଭବ ଓ ଅନୁଭୂତି ପ୍ରକାଶ କରିଥିଲେ
Read More News
T & CPrivacy PolicyContact Us