Download Now Banner

This browser does not support the video element.

ଧର୍ମଶାଳା: ସମ୍ପାରୁ ଗ୍ରାମରେ ଜଙ୍ଗଲୀ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Dharmasala, Jajpur | Aug 27, 2025
ଯାଜପୁର ଧର୍ମଶାଳା ଭାଲୁ ଆକ୍ରମଣରେ ଯୁବକ ଗୁରୁତ୍ତର । ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ଜଙ୍ଗଲୀ ଜନ୍ତୁ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସମ୍ପାରୁ ଗ୍ରାମରେ ଜଣେ ଯୁବକ ଶୌଚସାରି ଫେରିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତ୍ତର ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ବୁଧବାର ଦିବା 12 ଘଟିକା ସମୟରେ ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us