This browser does not support the video element.
ବଲାଙ୍ଗୀର: ରୋତ ଗ୍ରାମରେ ବିଷ ପାନ ଯୁବକଙ୍କ ମୃତ୍ୟୁ
Balangir, Balangir | Sep 1, 2025
ରୋତ ଗ୍ରାମରେ ବିଷ ପାନ ଯୁବକଙ୍କ ମୃତ୍ୟୁ ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ରୋତ ଗ୍ରାମରେ 26 ବର୍ଷୀୟ ଶିବଶଙ୍କର ପଟେଲ କୀଟନାଶକ ପିଇବା ପରେ ଆଜି ମୃତ୍ୟୁବରଣ କରି ଥିବା ଘଟଣା ସାମ୍ନା କୁ ଆସିଛି । କୌଣସି କାରଣ ବଶତଃ ସେ ବିଷ ପାନ କରିଥିବା ଥାନା ପୋଲିସ ସୂଚନା ଦେଇଛି। ଘଟଣା ପରେ ପୋଲିସ ମୃତଦେହ ଉଦ୍ଧାର କରି, ଭୀମଭୋଇ ମେଡିକାଲ କଲେଜ୍ ର ବ୍ୟବଛେଦ କେନ୍ଦ୍ରକୁ ପଠାଇଛି। ଆଜି ଅପରାହ୍ନ 1ଟା ସମୟରେ ମୃତଦେହକୁ ବ୍ୟବଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରା ଯାଇଛି