This browser does not support the video element.
କଣ୍ଟାବାଞ୍ଜି: ଗୁଡ଼ିଘାଟ ଗାଁରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ
Kantabanji, Balangir | Apr 9, 2024
ମୁରିବାହାଲ ବ୍ଲକ ଗୁଡ଼ିଘାଟ ଗାଁରେ ବିଜେପିର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ସହ ଅଣୁ ଅନ୍ୟ ନେତା ମାନେ ମଂଚାସୀନ ଥିଲେ। ଏହି ଅବସରରେ ୨୫୦ ରୁ ଅଧିକ ମହିଳା, ପୁରୁଷ, ଯୁବକ ମାନେ ବିଭିନ୍ନ ଦଳରୁ ଆସି ବିଜେପି ରେ ସାମିଲ ହୋଇଥିଲେ।