Download Now Banner

This browser does not support the video element.

ଓରିଏଣ୍ଟ: ବୁଢ଼ୀପଦର ସ୍ଥିତ ଓଡିଶା ମେଟାଲିକ୍ସ କମ୍ପାନୀ ଗେଟ ସମ୍ମୁଖରେ ଗଣ୍ଡଗୋଳ ହୋଇଥିବା ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ

Orient, Jharsuguda | Oct 9, 2025
ଝାରସୁଗୁଡା ଜିଲ୍ଲା ବୁଢ଼ୀପଦର ସ୍ଥିତ ଓଡିଶା ମେଟାଲିକ୍ସ କମ୍ପାନୀ ଗେଟ ସମ୍ମୁଖରେ ଗଣ୍ଡଗୋଳ ହୋଇଥିବା ଭିଡିଓ ଆଜି ଦିନ ଚାରିଟା ସମୟରୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ ବୁଢ଼ୀପଦର ସ୍ଥିତ ଓଡିଶା ମେଟାଲିକ୍ସ କମ୍ପାନୀ ଭିତରକୁ ପ୍ରବେଶ ସମୟରେ ହେଲମେଟ ପିନ୍ଧିନଥିବା କାରଣରୁ ସିକ୍ୟୁରୀଟି ଗାର୍ଡ କାରଖାନା ଭିତରକୁ ପଶିବା ପାଇଁ ମନାକରିଥିଲେ। ତେବେ ଏହାକୁ ନେଇ ବାଇକ ରେ ଥିବା ଜଣେ ବ୍ୟକ୍ତି ଏବଂ ସାଙ୍ଗରେ ଥିବା ସହଯୋଗି ସିକ୍ୟୁରୀଟି ଗାର୍ଡ ସାଙ୍ଗରେ ଝଗଡ଼ା କରିଥିବା ନେଇ ଗତ ୮ ଅକ୍ଟୋବରରେ ଝାରସୁଗୁଡା ସଦର ଥାନାରେ ଏକ ଅଭିଯୋଗ ହୋଇଥିଲା।
Read More News
T & CPrivacy PolicyContact Us