Download Now Banner

This browser does not support the video element.

ନାଲକୋ: ଆସନ୍ତା କାଲି ଅନୁଗୋଳ ରେ 40ଡିଗ୍ରୀ ସେଲସିୟସ ତାପମାତ୍ରା ରହିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

Nalco, Angul | Jun 7, 2024
ଦିନକୁ ଦିନ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ, ଆସନ୍ତା କାଲି ଅନୁଗୋଳରେ 40ଡିଗ୍ରୀ ସେଲସିୟସ ତାପମାତ୍ରା ରହିବା ନେଇ ରେଡ ୱାର୍ଣ୍ଣି ଜାରି ହୋଇଛି l ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନ ସମୟରେ ସୂଚନା ଦିଆଯାଇଛି l
Read More News
T & CPrivacy PolicyContact Us