This browser does not support the video element.
ବୀରମହାରାଜପୁର: ଜଗନ୍ନାଥପାଲି ରଥ ପଡିଆ ଠାରେ ବ୍ଲକ ସ୍ତରୀୟ 27ତମ ଜୟ ଜଗନ୍ନାଥ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ
Biramaharajpur, Subarnapur (Sonepur) | Aug 24, 2025
ଉଲୁଣ୍ଡା ଥାନା ଅନ୍ତର୍ଗତ ଜଗନ୍ନାଥପାଳି ରଥ ପଡିଆ ଠାରେ ଆଜି ବ୍ଲକ ସ୍ତରୀୟ 27ତମ ଜୟ ଜଗନ୍ନାଥ ଫୁଟବଲ ଟୁର୍ନାମେଣ୍ଟ ଆଜି ସଂନ୍ଧ୍ୟା 6ଟା 30ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ଜୟ ଜଗନ୍ନାଥ ଏଫ ସି ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟରେ ବ୍ଲକର ବିଭିନ୍ନ ସ୍ଥାନରୁ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ l ପ୍ରଥମେ ସେମିରେ ଜଗନ୍ନାଥ ପାଳି ଏଫସିଙ୍କୁ ହରାଇ ବାଉତି ସ୍ପୋଟିଙ୍ଗ ବିସିପଡା ଏବଂ ଦ୍ଵିତୀୟ ସେମିରେ ସିଏସ ବ୍ରଦରସ କୁ ହରାଇ ପରମେଶ୍ବରୀ ସ୍ପୋଟିଙ୍ଗ ଦଳ ଫାଇନାଲରେ ପ୍ରବେଶ କରିଥିଲା l ଫାଇନାଲ ଖେଳରେ ବାଉତି ସ୍ପୋଟିଙ୍ଗ ବିସିପଡା କୁ ହରାଇ ପରମେଶ୍ୱରୀ ସ୍ପୋଟିଙ୍ଗ ଦଳ ଚ