This browser does not support the video element.
ବରଗଡ: ଜିଲ୍ଲା କୃଷି ଅଧିକାରୀଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ସାର ସଙ୍କଟକୁ ନେଇ ଆଲୋଚନା କଲେ ଚାଷୀ
Bargarh, Bargarh (Baragarh) | Sep 4, 2025
ସାର ସଙ୍କଟକୁ ନେଇ କୃଷି ଅଧିକାରୀଙ୍କ ସହ ଆଲୋଚନା କଲେ ଚାଷୀ | ବରଗଡ଼ ଜିଲ୍ଲାରେ ସାର ଶଙ୍କଟ ଲାଗିରହିଛି ଏନେଇ ଗୁରୁବାର ଅପରାହ୍ନ 4 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ସରକାଣ୍ଡ ପେକ୍ସର ଚାଷୀ ଓ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି | ତେବେ କିଛି ପରିମାଣରେ ସାର ବର୍ତମାନ ଯୋଗାଇ ଦିଆଯାଇଥିବା ବେଲେ ପରବର୍ତୀ ସମୟରେ ଚାଷୀଙ୍କୁ ଠିକ ଭାବରେ ସାର ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀ ଜଣାଇଛନ୍ତି | ତେବେ ଆଗାମୀ ଦିନରେ ଚାଷୀଙ୍କୁ ସାର ସଙ୍କଟ ଦେଖାଗଲେ ଆନ୍ଦୋଳନ ହେବ ବୋଲି ଚାଷୀ ମାନେ ଜଣାଇଛ