Download Now Banner

This browser does not support the video element.

ପଦ୍ମପୁର: ଶିକ୍ଷକ ନିଯୁକ୍ତ ଦାବିରେ ଖେମେଡଖାର ବିଦ୍ୟାଳୟରେ ପଡିଲା ତାଲା । ଆନ୍ଦୋଳନରେ ଅବିଭାବକ ଓ ଛାତ୍ରଛାତ୍ରୀ

Padmapur, Bargarh (Baragarh) | Aug 23, 2025
ପଦ୍ମପୁର ଉପଖଣ୍ଡ ଖେମେଡଖାର ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଏହି ବିଦ୍ୟାଳୟକୁ ନିତିଦିନ ଆଖପାଖ ପାଞ୍ଚଗୋଟି ଗାଁ ର ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଆସିଥାନ୍ତି। ନିକଟରେ ଏହି ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ପାଠ ପଢ଼ାଉଥିବା ଶିକ୍ଷକ ଟିକେଚାନ୍ଦ ବାରିକଙ୍କୁ ସିଆରସିସି ଭାବେ ଦାୟିତ୍ବ ଦେବା ପରେ ସେ କାର୍ଯ୍ୟାଳୟ କାମ ଯୋଗୁ ପାଠ ପଢାଉ ନାହାନ୍ତି । ତେବେ ପିଲାମାନଙ୍କ ପାଠ ପଢା ପାଇଁ ନୂତନ ଶିକ୍ଷକ ନିଯୁକ୍ତ ପାଇଁ ସ୍କୁଲ ପରିଚାଳନା କମିଟି ବିଇଓଙ୍କୁ ଲିଖିତ ଭାବରେ ଜଣାଇଥିଲେ ।
Read More News
T & CPrivacy PolicyContact Us