Download Now Banner

This browser does not support the video element.

ଲକ୍ଷ୍ମୀପୁର: ଆଉଟ୍ ଦୋରା ଗାଁରେ ଜମି ଜମାକୁ ନେଇ ଦୁଇ ଗୋଷ୍ଠୀ ଗଣ୍ଡଗୋଳ,ଥାନାରେ ଏତେଲା

Lakshmipur, Koraput | Aug 26, 2025
ଆଜି ଜମି ଜମା ବିବାଦ କୁ ନେଇ ଗଣ୍ଡଗୋଳ ହେବା ପରେ ଥାନା ର ଦ୍ବାରସ୍ଥ ହୋଇଛନ୍ତି। ଏ ଘଟଣା ହେଉଛି ଦଶମନ୍ତପୁର ଥାନା ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧିନସ୍ଥ ଆଉଟ୍ ଦୋରା ଗାଁ ରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ସୋମବାର ସନ୍ଧ୍ୟାରେ ବାଙ୍ଗାରି ନାଚିକା ୫୫ କୁ ବିନା କାରଣରେ ଗାଁର କିଛି ଅଭିଯୁକ୍ତ ମଦ୍ୟ ପାନ କରି, ନିଶାସକ୍ତ ଅବସ୍ଥାରେ, ମାରଣାସ୍ତ୍ର ଧରି, ଆମ ଜମି କୁ ଦଖଲ କରୁଛ। ତୁମକୁ ଜୀବନ ରେ ମାରି ଦେବୁ ବୋଲି ଧମକ ଚମକ୍ କରି ଘରେ ଯାଇଥିଲେ। ତେଣୁ ଆମ କୁ ନ୍ୟାୟ ଦିଅନ୍ତୁ ବୋଲି ବୃଦ୍ଧ ମହିଳା ସମେତ ପୁଅ ବୋହୁ ଆଜି ଥାନା ର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us