Download Now Banner

This browser does not support the video element.

ନୂଆଗାଁ: ନୂଆପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଚିକିଟି ବିଧାୟକ

Nuagaon, Ganjam | Sep 17, 2024
ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ପଦାଦିଗି ପଂଚାୟତ ଅନ୍ତର୍ଗତ ନୂଆପେଣ୍ଠ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି l ଏଠାରେ ଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଲାଗି ଆଲୋଚନା କରିଛନ୍ତି l
Read More News
T & CPrivacy PolicyContact Us