Download Now Banner

This browser does not support the video element.

ଜୟପୁର: ଜୟପୁର ସାହିତ୍ୟ ପରିଷଦ ତରଫରୁ ବିକ୍ରମ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ଦାବି ପତ୍ର ପ୍ରଦାନ,ରାଜୁ ସାହି ଠାରେ ନବ କୃଷ୍ଣ ରଥ ଦେଲେ ସୂଚନା

Jeypore, Koraput | Sep 10, 2025
ଜୟପୁର ସାହିତ୍ୟ ପରିଷଦ ତରଫରୁ ବିକ୍ରମ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସାହିତ୍ୟ ସମ୍ରାଟଙ୍କ ସାହିତ୍ୟ କୃତକୁ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ପାଠ୍ୟ କ୍ରମରେ ସ୍ଥାନୀତ କରିବାକୁ ଦାବି ପତ୍ର ପ୍ରଦାନ କରାଯାଇଛି । ଜୟପୁର ସାହିତ୍ୟ ପରିଷଦର ସଭାପତି ହରି ହର କରସୁଧା ପଟ୍ଟନାୟକ, ସମ୍ପାଦକ ନିରିଞ୍ଜନ ପାଣିଗ୍ରାହୀ ଉପସ୍ଥିତ ଥିବା ଆଜି ଅପରାହ୍ନ 1 ଘଣ୍ଟା ସମୟରେ ସଂଯୋଜକ ନବକୃଷ୍ଣ ରଥ ସୂଚନା ଦେଇଛନ୍ତି ।
Read More News
T & CPrivacy PolicyContact Us