This browser does not support the video element.
ଆନନ୍ଦପୁର: ସାଳନ୍ଦୀ ନଦୀରେ ଲିନ ହେବାକୁ ବସିଛି କାନପୁର ଗାଁ, ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ#jansamasya
Anandapur, Kendujhar | Aug 26, 2025
ସାଳନ୍ଦୀ ନଦୀରେ ଲୀନ ହେବାକୁ ବସିଛି କାନପୁର ଗାଁ। ଦିନକୁ ଦିନ ସାଳନ୍ଦୀ ନଦୀ କୂଳ ଖାଉଥିବା ବେଳେ ନଦୀକୂଳକୁ ଲାଗି ରହିଥିବା ଗାଁର ୧୦ ରୁ ଉର୍ଧ୍ବ ଲୋକଙ୍କ ଗୁହାଳ ଘର, ପାଇଖାନା ଆଦି ନଦୀ ଆଁରେ ଲୀନ ହେଲାଣି । ଆଗକୁ ଗାଁରେ ସୁରକ୍ଷା ବନ୍ଧ ନିର୍ମାଣ ନହେଲେ, ଅତିଶୀଘ୍ର କାନପୁର ଗାଁ ସାଳନ୍ଦୀ ନଦୀରେ ଲୀନ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏନେଇ ଆଜି ଦିନ ୪ଟା ବେଳେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି।