Download Now Banner

This browser does not support the video element.

ନାକଟିଦେଉଳ: ନାକଟିଦେଉଳରେ ପଂଚାୟତ କାର୍ଯ୍ୟାଳୟ ର ସଭାଗୃହରେ ସମିତି ବୈଠକ ଅନୁଷ୍ଠିତ

Naktideul, Sambalpur | Sep 12, 2025
ନାକଟିଦେଉଳରେ ପଂଚାୟତ କାର୍ଯ୍ୟାଳୟ ର ସଭାଗୃହରେ ସମିତି ବୈଠକ ଅନୁଷ୍ଠିତ ଲସମ୍ବଲପୁର ଜିଲ୍ଲା ନାକଟିଦେଉଳ ପଂଚାୟତ ସମିତି କାର୍ଯ୍ୟାଳୟ ର ସଭାଗୃହ ରେ ଶୁକ୍ରବାର ସକାଳେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱରପା ରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇ କୃଷି,ବିଦ୍ୟୁତ, ଶିକ୍ଷା, ପାନୀୟ ଜଳ, ଏମଆଇ, ପଶୁ ବିଭାଗ, ଉଦ୍ୟାନବିଭାଗ, ଆବାସ ଯୋଜନା, ସମ୍ମନ୍ୟୁୟ ଶିଶୁ ବିଭାଗ, ସହିତ ଅନ୍ୟାନ ବିଭାଗ ଦ୍ୟୁରା ହୋଇଥିବା ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ଗୁଡିକ ର ସମୀକ୍ଷା କରିଥିଲେ।
Read More News
T & CPrivacy PolicyContact Us