This browser does not support the video element.
ବୌଦ୍ଧ ସଦର: ହରଭଙ୍ଗା ବ୍ଲକର ବାମଣ୍ଡା ସହିତ ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି
Baudh Sadar, Boudh (Bauda) | Oct 6, 2025
ଆଜି ଅପରାନ୍ହ ୫ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ l ଜରାଭଙ୍ଗା ବ୍ଲକ ବାମଣ୍ଡା ସମେତ ବିଭୂନ୍ନ ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଧୂମଧାମରେ ପାଳିତ ହୋଇଯାଇଛି l ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଦଶୀ ତିଥିରେ ମା ଗଜଲକ୍ଷ୍ମୀ ପୂଜା ହିନ୍ଦୁ ଶାସ୍ତ୍ର ଅନୁଯାଇ ବିଭିନ୍ନ ପୂଜା ମଣ୍ଡପ ରେ ପୂଜା କରାଯାଏ l ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ବୌଦ୍ଧ ଜିଲ୍ଲା ସମେତ ହରଭଙ୍ଗା ବ୍ଲକ ର ବିଭିନ୍ନ ପୂଜା ମଣ୍ଡପରେ ରୀତିନୀତି ଅନୁଯାଇ ପାଳିତ ହୋଇଛି l ଗଜଲକ୍ଷ୍ମୀ ପୂଜା କୁ ନେଇ ଗଜଲକ୍ଷ୍ମୀ ପୂଜା କମିଟି ଚାରିଛକ ଦ୍ୱାରା ଭବ୍ୟ କଳସ ଯାତ୍ରା ସହିତ ୧୮ତମ ପୂଜା ଅନୁଷ୍ଠିତ ହୋଇଛି l