This browser does not support the video element.
ଜୁନାଗଡ: ଦଶପୁର ଗ୍ରାମ ଗସ୍ତ କରି ଲାଗିରହିଥିବା ପାନୀୟ ଜଳ ସମସ୍ୟା କଥା ବୁଝିଲେ ବ୍ଲକ ଅଧକ୍ଷ
Junagarh, Kalahandi | May 26, 2025
ଆଜି 26ତାରିଖ ସୋମବାର ମଧ୍ୟହ୍ନ 12 ଟାରେ ଦଶପୁ୍ର ଗ୍ରାମରେ ଲାଗିରହିଥିବା ପାନୀୟଜଳ ସମସ୍ୟା କୁ ନେଇ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଦଶପୁ୍ର ଗ୍ରାମକୁ ଗସ୍ତ କରିଥିଲେ। ପାନୀୟଜଳ ସମସ୍ୟା କୁ ନେଇ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପନ୍ଦର ଦିନ ଭିତରେ ଦଶପୁର ଗ୍ରାମରେ ପାନୀୟଜଳ ସମସ୍ୟା ର ସମାଧାନ ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଘା ପ୍ରକଳ୍ପ ର ଅଧିକାରୀଙ୍କୁ ତାଗିଦ୍ କରିଥିଲେ ।