Download Now Banner

This browser does not support the video element.

ବଲାଙ୍ଗୀର: ଆଗାମୀ ୨୪ ଘଣ୍ଟା ପାଇଁ ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣିଂ,ଭାରୀ ବର୍ଷା ସହିତ ବିଜୁଳି-ବଜ୍ରପାତର ସମ୍ଭାବନା

Balangir, Balangir | Aug 26, 2025
ବଲାଙ୍ଗୀରରେ – ଆଗାମୀ ୨୪ ଘଣ୍ଟା ପାଇଁ ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣିଂ ବଲାଙ୍ଗୀର ରେ ଭାରୀ ବର୍ଷା ସହିତ ବିଜୁଳି-ବଜ୍ରପାତ ହେବାର ସମ୍ଭାବନା ରହିଛି। ବର୍ଷା ସହ 30ରୁ 40 କି.ମି. ବେଗରେ ପବନ ବହିପାରେ। ସାଧାରଣ ଲୋକଙ୍କୁ ସଚେତନ ହେବାକୁ, ଖୋଲା ଜାଗାରେ ରହିବାରୁ ବର୍ଜନ କରିବାକୁ, ଓ ବଜ୍ରପାତ ସମୟରେ ସୁରକ୍ଷିତ ଅସ୍ଥାନରେ ରହିବାକୁ ଆଜି ସନ୍ଧ୍ୟା 5ଟା 30ମିନିଟ ସମୟରେ ପରାମର୍ଶ ଜାରି କରିଛି ଜିଲ୍ଲା ପାଣି ପାଗ ବିଭାଗ
Read More News
T & CPrivacy PolicyContact Us