Download Now Banner

This browser does not support the video element.

ବରଗଡ: ଜଗଦଲପୁର ଗୁଣ୍ଡିଚା ଡିହି ଜଙ୍ଗଲରୁ ବିପୁଳ ରନ୍ଧା ମଦ ଜବତ କରାଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଗଲା

Bargarh, Bargarh (Baragarh) | Sep 11, 2025
ଜଗଦଲପୁର ଗୁଣ୍ଡିଚା ଡ଼ିହି ଜଙ୍ଗଲରୁ ବିପୁଳ ରନ୍ଧା ମଦ ଜବତ | ଗୁରୁବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବରଗଡ଼ ଅବକାରୀ ଅଧିକ୍ଷକ ଶ୍ରୀ ସୁବନ କୁମାର ନାୟକ ସୂଚନା ଦେଇଛନ୍ତି | ସୂଚନା ଅନୁସାରେ ବରଗଡ଼ ଅବକାରୀ ଅଧିକ୍ଷକ ଶ୍ରୀ ସୁବନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜଗଦଲପୁର ଥାନା ଅନ୍ତର୍ଗତ ଗୁଣ୍ଡିଚା ଡ଼ିହି ଜଙ୍ଗଲରେ ତିଆରି ହେଉଥିବା ବେଆଇନ ରନ୍ଧା ମଦ ଉପରେ ପୋଲିସ ଚଢ଼ାଉ କରିଥିଲା | 5 କୁଇଣ୍ଟାଲ ମହୁଲ ପୋଚ ସହ 15 ଲିଟର ରନ୍ଧା ମଦ ଜବତ କରିଛି ଅବକାରୀ ବିଭାଗ ।
Read More News
T & CPrivacy PolicyContact Us