This browser does not support the video element.
ବୀରମହାରାଜପୁର: କପାସିରା ମେଟାକାନୀ ଛକ ସ୍ଥିତ ଖେଳପଡିଆଠାରେ ବ୍ଲକ ସ୍ତରୀୟ 47 ତମ ମାଁ ଗ୍ରାମପତି ଏକ ଦିବସୀୟ ଫୁଟବଲ ଟର୍ଣ୍ଣମେନ୍ଟ ଅନୁଷ୍ଠିତ
Biramaharajpur, Subarnapur (Sonepur) | Sep 7, 2025
ଉଲୁଣ୍ଡା ଥାନା ଅନ୍ତର୍ଗତ କପାସିରା ମେଟାକାନୀ ଛକ ସ୍ଥିତ ଖେଳ ପଡିଆଠାରେ ବ୍ଲକ ସ୍ତରୀୟ 47 ତମ ମାଁ ଗ୍ରାମପତି ଏକ ଦିବାସୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ସନ୍ଧ୍ୟା 6ଟା 30ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ମହାନଦୀ କ୍ଲବ ଅନୁକୂଖ୍ୟରେ ଆୟୋଜିତ ଏହି ଟୁର୍ନାମେଣ୍ଟକୁ ବ୍ଲକର ବିଭିନ୍ନ ସ୍ଥାନରୁ 8ଟି ଦଳ ଅଂଶ ଗ୍ରହଣ କରିଥିଲେ l ପ୍ରଥମ ସେମିରେ ଜଗନ୍ନାଥପାଲିକୁ ହରାଇ କପାସିରା ଏବଂ ଦ୍ଵିତୀୟ ସେମିରେ ନିମ୍ନାକୁ ହରାଇ ଗଇଲମରା ଦଳ ଫାଇନାଲରେ ପ୍ରବେଶ କରିଥିଲା l ଫାଇନାଲ ଖେଳରେ ଗଇଲମରାକୁ 1-0ଗୋଲାରେ ହରାଇ କପାସିରା ଦଳ ଚାମ୍ପିଆନ ହୋଇଛି l ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବକୁ କ୍