This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ବେଦବ୍ୟାସ ଠାରେ ଆଇଏଫଜିଏଲ ରିଫ୍ରାଟୋରିଜ ଓର୍କସ ୟୁନିୟନ ପକ୍ଷରୁ ସାଧାରଣ ସଭା
Raurkela M, Sundargarh | Dec 9, 2024
ଆଜି ସୋମବାର ଦିନ ଅପରାହ୍ନ ଚାରିଟା ସମୟରେ ସିଆଇଟିୟୁ ସହ ବନ୍ଧିତ ଆଇଏଫଜିଏଲ ରିଫ୍ରାଟୋରିଜ ଓର୍କସ ୟୁନିୟନ ପକ୍ଷରୁ ବେଦବ୍ୟାସ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ସିଆଇଟିୟୁ ରାଷ୍ଟ୍ରିୟ ଉପାଧ୍ଯକ୍ଷ ତଥା ଉକ୍ତ ସଙ୍ଗଠନ ର ସଭପତି ବିଷ୍ଣୁ ମହାନ୍ତି ସଭାପତିତ୍ବ କରି ଦେଶରେ ଦେଖାଦେଉଥିବା ସାମ୍ପ୍ରତିକ ରାଜନୈତିକ ପରିସ୍ଥିତ ତଥା ମୋଦି ସରକାର ଙ୍କ ଜନ ବିରୋଧୀ ଓ ଶ୍ରମିକ ବିରୋଧୀ ନୀତି କୁ କଡା ସମାଲୋଚନା କରିବା ସହିତ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ଼ କୁ ବାତିଲ କରିବା, ଦରଦାମ ବୃଦ୍ଧି କୁ ନି