This browser does not support the video element.
ଫୁଲବାଣୀ ସହର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
Phulabani Town, Kandhamal | Aug 30, 2025
ସ୍ୱାୟତ୍ତ ଶାସନ ଦିବସ ଅବସରରେ ଦୁଇଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ,କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ କୁମାର ମହାନ୍ତି ତତ୍ତ୍ଵାବଧାନରେ ଫୁଲବାଣୀ କରନେସନ ପଡିଆ ଠାରେ ଦୁଇ ଦୁନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥଭାବେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ପାୟେଲ ବେହେରା ଯୋଗ ଦେଇ ଖେଳ ପଡିଆ ରେ ନଡ଼ିଆ ଫଟାଇ ପୂଜାର୍ଚ୍ଚନା କରିଥିଲେ ପରେ ବଲ ଟିକୁ କିକ୍ କରି ଖେଳକୁ ଉଦଘାଟନ କରିବା ସହ ଫୁଟବଲ ଖେଳ ଗୋଟିଏ ଭାଇଚାରା ର ଖେଳ ସୁନ୍ଦର ଖେଳ ପ୍ରଦର୍ଶ