Install App
kishoreacharya
This browser does not support the video element.
ଆନନ୍ଦପୁର: ଶିକ୍ଷକ ଅଭାବକୁ ନେଇ ମହୁଲ ପଙ୍ଖା ସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ, ମତ ରଖିଲେ ଅଭିଭାବକ
Anandapur, Kendujhar | Sep 13, 2025
ଶିକ୍ଷକ ଅଭାବକୁ ନେଇ ହାଟଡ଼ିହି ବ୍ଲକ ମହୁଲପଙ୍ଖା ସ୍କୁଲ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଆଜି ସକାଳ୧୦ଟା ବେଳେ ବିଇଓଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ । ଶିକ୍ଷକ ବଦଳି ପରେ ଜଣେ ଶିକ୍ଷାକରେ କିପରି ସ୍କୁଲ ଚାଲିବ ସେନେଇ ପ୍ରଶ୍ନ କରିଛନ୍ତି ଅଭିଭାବକ।
Share
Read More News
T & C
Privacy Policy
Contact Us
Your browser does not support JavaScript!