Download Now Banner

This browser does not support the video element.

ତରାଶିଙ୍ଗୀ: ଦାଦନ ଶ୍ରମିକରୁ ଓଡିଶା ପ୍ରଶାସନିକ ଅଧିକାରୀ ସାଜିଲେ ବିଷ୍ଣୁଚରଣ ।

Tarasingi, Ganjam | Oct 23, 2024
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ବଡପଡା ପଞ୍ଚାୟତ ସିରିକୋଇ ଗାଁର ବିଷ୍ଣୁ ଚରଣ ନାୟକ।ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।ଯୁକ୍ତ ଦୁଇ ପରେ ପାଠ ପଢା ଛାଡିଦେଲେ।ଆର୍ଥିକ ସ୍ଥିତି ଭଲ ନଥିବାରୁ ଘର ପରିବାର ଛାଡି ରୋଜଗାର କରିବାପାଇଁ ଚାଲିଗଲେ ସୁରଟ। ସେଠି ସୂତାକଳ ରେ ଦାଦନ ଶ୍ରମିକ ଭାବେ କାମ କଲେ।ସେଠାରୁ ସ୍ୱଳ୍ପ ରୋଜଗାର କରି ମଧ୍ୟ ପାଠ ପଢିବାକୁ ପୁଣି ମନ ବଳାଇଲେ।ଯୁକ୍ତ ଦୁଇ, ଯୁକ୍ତ ତିନି, ପିଜି ପାଠ ପଢା ସରିବା ପରେ ଗୁଜରାଟର ଏକ ବିଶ୍ୱ ବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ
Read More News
T & CPrivacy PolicyContact Us