Download Now Banner

This browser does not support the video element.

ବୀରମହାରାଜପୁର: ମେଣ୍ଡାମାଲ ଗାଁରେ ଅଜିତ ଖଣ୍ଡଗିରି ଙ୍କୁ ନିର୍ମମ ଭାବରେ ହତ୍ୟା ଘଟଣା, କୋର୍ଟରେ ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ

Biramaharajpur, Subarnapur (Sonepur) | Sep 4, 2025
ବୀରମହାରାଜପୁର ଥାନା ଅର୍ନ୍ତଗତ ମେଣ୍ଡାମାଳ ଗାଁରେ ଅଜିତ ଖଣ୍ଡଗିରି ଙ୍କୁ ନିର୍ମମ ଭାବରେ ହତ୍ୟା ଘଟଣା, ଆଜି ମଧ୍ୟାହ୍ନ ପ୍ରାୟ 12ଟାରେ ମୁଖ୍ୟ ଅଭିଯୁକ୍ତ ର ଆତ୍ମସମର୍ପଣ l ସୂଚନା ଅନୁସାରେ ଗତ ଶୁକ୍ରବାର ରାତିରେ ବାଘମାରି ଗାଁର ଯୁବକ ଅଜିତ ଖଣ୍ଡଗିରି ଙ୍କୁ ମେଣ୍ଡାମାଲ ଗ୍ରାମରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହେଲେ ଅଭିଯୁକ୍ତ କୁ ପୁଲିସ ଗିରଫ କରିପାରିନଥିଲା l ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର ଆଜି କୋର୍ଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି
Read More News
T & CPrivacy PolicyContact Us