Download Now Banner

This browser does not support the video element.

ଖଲ୍ଲିକୋଟ୍: କୈରାଶି ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଉତ୍ତମ ନାହାକଙ୍କ ମୃତ୍ୟୁ ଘଟଣା; ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ସହାୟତା ପ୍ରଦାନ

Khalikote, Ganjam | Sep 12, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୈରାଶି ପଞ୍ଚାୟତ କୈରାଶି ଗ୍ରାମର ଆନନ୍ଦ ବଜାର ସାହିରେ ବୁଧବାର ଦିନ ବିଷାକ୍ତ ସାପ କାମୁଡ଼ାରେ ଯୁବକ ଉତ୍ତମ ନାହାକଙ୍କ ମୃତ୍ୟୁ ଘଟିଥିଲା । ତେବେ ଆଜି ସନ୍ଧ୍ୟା ୭ ଟା ସମୟରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ବିଡ଼ିଓ ଦେବାଶିଷ ସାମଲ, ତହସିଲଦାର ଡି ମାଲେଶ୍ୱର ପାତ୍ର ଗ୍ରାମରେ ପହଞ୍ଚି ମୃତ ଉତ୍ତମ ନାହାକ ଙ୍କ ପରିବାର ଲୋକଙ୍କୁ ଭେଟି ଆଶ୍ଵାସନା ଦେବା ସହ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।
Read More News
T & CPrivacy PolicyContact Us