Install App
arunkshadangi40
This browser does not support the video element.
ଜି ଉଦୟଗିରି: ସିନ୍ଦୁରଗୁଡା ଘରେ ସୋଇଥିବା ବେଳେ ହଠାତ ମାଡିଆସିଲା ଦନ୍ତାହାତୀ ଜ୍ଝ ଅଳ୍ପକେ ବର୍ତ୍ତିଲା ୩ ଜୀବନ | କିନ୍ତୁ ବଳଦକୁ ଚକଟି ମାରିଦେଲା ହାତୀ
G Udayagiri, Kandhamal | Aug 21, 2025
ଘରେ ସୋଇଥିବା ବେଳେ ହଠାତ ମାଡିଆସିଲା ଦନ୍ତାହାତୀ ଜ୍ଝ ଅଳ୍ପକେ ବର୍ତ୍ତିଲା ୩ ଜୀବନ | କିନ୍ତୁ ବଳଦକୁ ଚକଟି ମାରିଦେଲା ହାତୀ | କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ସିନ୍ଦୁରଗାଡା ଗ୍ରାମରେ ଦନ୍ତାହାତୀର ପାଦୁର୍ଭାବ ବଢ଼ିବାରେ ଲାଗିଛି | ବିଳମ୍ବିତ ରାତିରେ ମା , ପୂଅ ଏବଂ ସ୍ତ୍ରୀ ଘରେ ଶୋଇଥିବା ବେଳେ ଦନ୍ତା ହାତୀ ଘର ଭାଙ୍ଗି ଘର ଭିତରେ ପଶିଆସିଥିଲା |
Share
Read More News
T & C
Privacy Policy
Contact Us
Your browser does not support JavaScript!