Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଭଦ୍ରକ କୁ ଘଡ଼ଘଡ଼ି ଏବଂ 30 ରୁ 40 କିଲୋମିଟର ପବନ ନେଇ ୟେଲୋ ୱାର୍ଣ୍ଣି ଜାରି

Bhadrak Rural, Bhadrak | Aug 28, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଭଦ୍ରକ କୁ ଘଡ଼ଘଡ଼ି ଏବଂ 30 ରୁ 40 କିଲୋମିଟର ପବନ ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଏନେଇ ଆଜି ଅପରାହ୍ନ ଗୁଟେ ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ଆସନ୍ତାକାଲି ସକାଳ 8 ଟା 30ମିନିଟ ପର୍ଯ୍ୟନ୍ତ ୟେଲୋ ୟାର୍ଣ୍ଣି ଜାରୀ କରାଯିବା ସହିତ ,ଘଡ଼ଘଡ଼ି ଏବଂ ପବନ 30 ରୁ 40 କିଲୋମିଟର ନେଇ ସତର୍କତା ଜାରି କରାଯାଇଛି
Read More News
T & CPrivacy PolicyContact Us