This browser does not support the video element.
କବିସୂର୍ଯ୍ୟନଗର: ପୁରୁଣା ୱାରେଣ୍ଟ ବଳରେ ଆଇ. ବେଲପଡା ଓ ଜେ. ରାମପଲ୍ଲୀ ରୁ ଦୁଇ ଜଣକୁ ଗିରଫ କଲା କୋଦଳା ପୋଲିସ
Kabisuryanagar, Ganjam | Aug 11, 2025
ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଆଇ. ବେଲପଡା ରୁ ହରି ମାଝୀ ଙ୍କ ପୁଅ ଶିବ ମାଝୀ ଙ୍କୁ 5/2021 ଏବଂ ଜେ. ରାମପଲ୍ଲୀ ଗ୍ରାମର ପ୍ରସନ୍ନ ସାହୁ ଙ୍କ ପୁଅ ଜିତେନ୍ଦ୍ର ସାହୁ ଙ୍କୁ 61/2023 ରେ କୋଦଳା ଥାନାରେ ମାମଲା ହୋଇଥିଲା । ପୁରୁଣା ୱାରେଣ୍ଟ ବଳରେ କୋଦଳା ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି । କୋର୍ଟକୁ ଅବମାନନା କରିଥିବାରୁ ମାନ୍ୟବର କୋର୍ଟ ଙ୍କ ନିର୍ଦେଶ କ୍ରମେ ଏହି ଦୁଇ ଜଣଙ୍କୁ କୋର୍ଟ ଚଲାଣ କରିଥିବା କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୋମବାର ରାତ୍ର 8.30 ମିନିଟ ସମୟରେ ସୂଚନା ଦେଇଛନ୍ତି ।