This browser does not support the video element.
ଉମରକୋଟ: ସକ୍ରିୟ ତିନି ଜଣ ନକ୍ସଲ ଆଜି ଆତ୍ମସମର୍ପଣ
Umarkote, Nabarangpur | Oct 7, 2025
ନକ୍ସଲ ମୋର୍ଚ୍ଚାରେ ଉମରକୋଟ ସୀମାନ୍ତ ଗରିଆବନ୍ଦ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ଗରିଆବନ୍ଦ/ ଧମତାରି /ନୂଆପଡା ଡିଭିଜନର ସକ୍ରିୟ ତିନି ଜଣ ନକ୍ସଲ ଆଜି ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ନକ୍ସଲ ନିପାତ ଅଭିଯାନ ଯୋଗୁଁ ଏଵେ ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ନକ୍ସଲଙ୍କ ସଂଖ୍ୟା 30 ରେ ପହଞ୍ଚିଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ନାଗେଶ ଏକ ଦେଶୀ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହିତ ଦୁଇ ମହିଳା ନକ୍ସଲ ଜୈନି ଏବଂ ମାନିଲା ମଧ୍ୟ ଆତ୍ମ ସମର୍ପଣ କରିଥିବା ଗରିଆ