This browser does not support the video element.
ସୋନପୁର: ସହରର ଜନଗହଳି ପୂର୍ଣ୍ଣ ବିଯୁପଟ୍ଟନାୟକ ଛକ ଠାରେ ମୁକୁଳା ଡ଼୍ରେନର ମରାମତି କଲା ସଦର ପୌର ପରିଷଦ।
Sonapur, Subarnapur (Sonepur) | Sep 7, 2025
ସୁବର୍ଣ୍ଣପୁର ସହରର ଜନଗହଳି ପୂର୍ଣ୍ଣ ବିଯୁପଟ୍ଟନାୟକ ଛକ ଠାରେ ମୁକୁଳା ଡ଼୍ରେନର ମରାମତି କଲା ସଦର ପୌର ପରିଷଦ। ଦୀର୍ଘ ଦିନ ହେଲା ସହରର ଜନଗହଳି ପୂର୍ଣ୍ଣ ଛକ ବିଯୁପଟ୍ଟନାୟକ ଛକ ଠାରେ ମୁକୁତା ଅବସ୍ଥାରେ ପଡ଼ି ରହିଥିଲା ଡ଼୍ରେନ୍ ଯାହା ଫଳରେ କେତେବେଳେ ମଣିଷ ତ କେତେବେଳେ ପୁଶୁ ଉକ୍ତ ଡ଼୍ରେନରେ ପଡ଼ି ଆହତ ହେଉଥିଲେ।ଏନେଇ ଆଜି ରବିବାର ଛୁଟିଦିନ ହୋଇ ଥିଲେ ମଧ୍ୟ ସମାଜ ସେବୀ ଗୋବିନ୍ଦ ମହାରଣା ଙ୍କ ନେତୃତ୍ୱରେ ଏକ ଟିମ୍ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କୁ ସାକ୍ଷାତ କରିଥିଲେ।