Download Now Banner

This browser does not support the video element.

ଢେଙ୍କାନାଳ ସଦର: ହରିପୁରଠାରେ ଇଣ୍ଡିଆନ୍ ପୋଟାସ ଲିମିଟେଡ୍ ପକ୍ଷରୁ ଆଖୁଚାଷ କର୍ମଶାଳା ଉଦ୍‌ଯାପିତ

Dhenkanal Sadar, Dhenkanal | Aug 30, 2025
ଢେଙ୍କାନାଳ ଇଣ୍ଡିଆନ୍‌ ପୋଟାସ୍ ଲିମିଟେଡ୍, ଢେଙ୍କାନାଳ ସୁଗାର ୟୁନିଟ୍ ହରିପୁର ତରଫରୁ କ୍ଷେତ୍ର କର୍ମଚାରୀମାନଙ୍କ ଆଖୁଚାଷ ବିଷୟରେ ଏକ କର୍ମଶାଳା କମ୍ପାନୀର କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାରେ ମୁଖ୍ୟ ପରିଚାଳକ ସନ୍ତୋଷ କୁମାର ଦାସ, ସଂଯୋଜକ ପରିଚାଳକ ବିକାଶ କୁମାର ଚୌଧୁରୀ ଓ ଆଖୁ ବିଭାଗର ମୁଖ୍ୟ ରାଜେଶ କୁମାର ସିଂ ଏବଂ ରାଜ କୁମାର ଚୌଧୁରୀ ମୁଖ୍ୟ ଆମନ୍ତ୍ରିତ ଅତିଥୁମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କର୍ମଶାଳାରେ ଆଖୁଚାଷ ସମ୍ବନ୍ଧୀୟ ରୋଗ, ପୋକ ପରିଚାଳନା, ରକ୍ଷଣାବେକ୍ଷଣ ତଥା ଅଧ‌ିକ ଅମଳକ୍ଷମକୁ ନେଇ ଆଲୋଚନା
Read More News
T & CPrivacy PolicyContact Us